ODIA PAGE 1020
ਦੋਜਕਿ ਪਾਏ ਸਿਰਜਣਹਾਰੈ ਲੇਖਾ ਮੰਗੈ ਬਾਣੀਆ ॥੨॥ସୃଜନହାର ତାହାକୁ ନର୍କରେ ଧକ୍କା ଦେଇଥାନ୍ତି ଏବଂ ଯମରାଜ ତାହାକୁ କର୍ମର ହିସାବ ମାଗିଥାନ୍ତି||2|| ਸੰਗਿ ਨ ਕੋਈ ਭਈਆ ਬੇਬਾ ॥ଶେଷରେ ଭଉଣୀ ମଧ୍ୟ ଭାଇର ସାଥି ଦିଏ ନାହିଁ। ਮਾਲੁ ਜੋਬਨੁ ਧਨੁ ਛੋਡਿ ਵਞੇਸਾ ॥ସେ ନିଜର ଧନ, ଯୌବନ ସବୁକିଛି
ਦੋਜਕਿ ਪਾਏ ਸਿਰਜਣਹਾਰੈ ਲੇਖਾ ਮੰਗੈ ਬਾਣੀਆ ॥੨॥ସୃଜନହାର ତାହାକୁ ନର୍କରେ ଧକ୍କା ଦେଇଥାନ୍ତି ଏବଂ ଯମରାଜ ତାହାକୁ କର୍ମର ହିସାବ ମାଗିଥାନ୍ତି||2|| ਸੰਗਿ ਨ ਕੋਈ ਭਈਆ ਬੇਬਾ ॥ଶେଷରେ ଭଉଣୀ ମଧ୍ୟ ଭାଇର ସାଥି ଦିଏ ନାହିଁ। ਮਾਲੁ ਜੋਬਨੁ ਧਨੁ ਛੋਡਿ ਵਞੇਸਾ ॥ସେ ନିଜର ଧନ, ଯୌବନ ସବୁକିଛି
ਆਪੇ ਕਿਸ ਹੀ ਕਸਿ ਬਖਸੇ ਆਪੇ ਦੇ ਲੈ ਭਾਈ ਹੇ ॥੮॥ସେ ସ୍ଵୟଂ ହିଁ କାହାକୁ କର୍ମ ଅନୁସାରେ କ୍ଷମା ପ୍ରଦାନ କରନ୍ତି ଏବଂ କାହାକୁ ଦଣ୍ଡ ଦିଅନ୍ତି ।। 8।। ਆਪੇ ਧਨਖੁ ਆਪੇ ਸਰਬਾਣਾ ॥ସେ ସ୍ଵୟଂ ହିଁ ଧନୁଷ ଏବଂ ବାଣ ଚଲାନ୍ତି, ਆਪੇ ਸੁਘੜੁ ਸਰੂਪੁ ਸਿਆਣਾ ॥ସେ ବହୁତ ବୁଦ୍ଧିମାନ, ସୁନ୍ଦର ରୂପ ଏବଂ ଚତୁର ଅଟନ୍ତି। ਕਹਤਾ ਬਕਤਾ ਸੁਣਤਾ ਸੋਈ ਆਪੇ ਬਣਤ ਬਣਾਈ
ਗੰਗਾ ਜਮੁਨਾ ਕੇਲ ਕੇਦਾਰਾ ॥ଗଙ୍ଗା,ଯମୁନା,ବୃନ୍ଦାବନ, କେଦାରନାଥ, ਕਾਸੀ ਕਾਂਤੀ ਪੁਰੀ ਦੁਆਰਾ ॥କାଶୀ,ମଥୁରା,ଦ୍ବାରିକା ପୁରୀ, ਗੰਗਾ ਸਾਗਰੁ ਬੇਣੀ ਸੰਗਮੁ ਅਠਸਠਿ ਅੰਕਿ ਸਮਾਈ ਹੇ ॥੯॥ଗଙ୍ଗାସାଗର ଏବଂ ତ୍ରିବେଣୀ ସଙ୍ଗମ ଇତ୍ୟାଦି ଅଠଷଠି ତୀର୍ଥ ଇଶ୍ଵରଙ୍କ ସ୍ଵରୂପରେ ଲୀନ ହୋଇଥାନ୍ତି। ।। 9 ।। ਆਪੇ ਸਿਧ ਸਾਧਿਕੁ ਵੀਚਾਰੀ ॥ସେ ସ୍ଵୟଂ ହିଁ ସିଦ୍ଧ, ସାଧକ ଏବଂ ବିଚାର କରିଥିବା ବିଦ୍ୱାନ ଅଟେ। ਆਪੇ ਰਾਜਨੁ ਪੰਚਾ ਕਾਰੀ ॥ପଞ୍ଚଙ୍କ ସଭାରେ ସେ
ਸਚੈ ਊਪਰਿ ਅਵਰ ਨ ਦੀਸੈ ਸਾਚੇ ਕੀਮਤਿ ਪਾਈ ਹੇ ॥੮॥ସେହି ପରମ ସତ୍ୟଙ୍କ ଠାରୁ ଉପରେ କେହି ନାହାନ୍ତି, ସେ ସ୍ୱୟଂ ହିଁ ସତ୍ୟର ମହିମାକୁ ଜାଣନ୍ତି ।। 8 ।। ਐਥੈ ਗੋਇਲੜਾ ਦਿਨ ਚਾਰੇ ॥ଏହିଠାରେ ଜୀବ ଚାରି ଦିନ ପାଇଁ ହିଁ ଆସନ୍ତି, ਖੇਲੁ ਤਮਾਸਾ ਧੁੰਧੂਕਾਰੇ ॥ଏହି ଜଗତ ଖେଳ ଅଟେ, ଏବଂ ଜୀବ ଅଜ୍ଞାନତାର ଘୋର ଅନ୍ଧକାରରେ ରହିଥାଏ। ਬਾਜੀ ਖੇਲਿ ਗਏ ਬਾਜੀਗਰ ਜਿਉ ਨਿਸਿ
ਗੁਰਮੁਖਿ ਵਿਰਲਾ ਚੀਨੈ ਕੋਈ ॥କେହି ବିରଳ ଗୁରୁମୁଖୀ ହିଁ ରହସ୍ୟକୁ ଚିହ୍ନି ପାରିଛନ୍ତି। ਦੁਇ ਪਗ ਧਰਮੁ ਧਰੇ ਧਰਣੀਧਰ ਗੁਰਮੁਖਿ ਸਾਚੁ ਤਿਥਾਈ ਹੇ ॥੮॥ପୃଥିବୀକୁ ଧାରଣ କରିଥିବା ଏବେ ଧର୍ମ ରୂପୀ ବୃଷଭ ଦୁଇ ପାଦରେ ଠିଆ ହୋଇଥିଲା ଏବଂ ଗୁରୁଙ୍କ ଠାରୁ ହିଁ ସତ୍ୟର ପ୍ରାପ୍ତି ହୋଇଥିଲା।। 18 ।। ਰਾਜੇ ਧਰਮੁ ਕਰਹਿ ਪਰਥਾਏ ॥ବଡ ବଡ ରାଜା ନିଜର କେଉଁ ମନୋରଥଙ୍କ ପାଇଁ ଧର୍ମ କର୍ମ କରୁଥିଲେ, ਆਸਾ
ਨਾਵਹੁ ਭੁਲੀ ਚੋਟਾ ਖਾਏ ॥ଇଶ୍ଵରଙ୍କୁ ବିସ୍ମୃତ କରୁଥିବା ଜୀବ ସ୍ତ୍ରୀ ବହୁତ କଷ୍ଟ ସହିଥାଏ ଏବଂ ਬਹੁਤੁ ਸਿਆਣਪ ਭਰਮੁ ਨ ਜਾਏ ॥ଅନେକ ଚତୁରତା କରିବା ଦ୍ୱାରା ମଧ୍ୟ ତାହାର ଭ୍ରମ ଦୂର ହୁଏ ନାହିଁ।
ਛੋਡਿਹੁ ਨਿੰਦਾ ਤਾਤਿ ਪਰਾਈ ॥ପର-ନିନ୍ଦା ଆଉ ଅନ୍ୟ ସହିତ ଈର୍ଷା କରିବା ତ୍ୟାଗ କର, ਪੜਿ ਪੜਿ ਦਝਹਿ ਸਾਤਿ ਨ ਆਈ ॥ଯିଏ ଗ୍ରନ୍ଥର ଅଧ୍ୟୟନ କରି ମଧ୍ୟ ଇର୍ଷା-ଅଗ୍ନିରେ ଜଳିଥାଏ, ତାହାର ମନକୁ ଶାନ୍ତି ମିଳେନାହିଁ। ਮਿਲਿ ਸਤਸੰਗਤਿ ਨਾਮੁ ਸਲਾਹਹੁ ਆਤਮ ਰਾਮੁ ਸਖਾਈ ਹੇ ॥੭॥ସତସଙ୍ଗତିରେ ମିଶି ରାମନାମର ସ୍ତୁତିଗାନ କର, ଅନ୍ତରେ ସେ ହିଁ ସହାୟକ ହୋଇଥାନ୍ତି||7|| ਛੋਡਹੁ ਕਾਮ ਕ੍ਰੋਧੁ ਬੁਰਿਆਈ ॥କାମ, କ୍ରୋଧ ଏବଂ
ਚਾਰਿ ਪਦਾਰਥ ਲੈ ਜਗਿ ਆਇਆ ॥ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ – ଚାରି ପଦାର୍ଥର କାମନା ନେଇ ସେ ଜଗତକୁ ଆସିଥାଏ, ਸਿਵ ਸਕਤੀ ਘਰਿ ਵਾਸਾ ਪਾਇਆ ॥କିନ୍ତୁ ଜୀବ ମାୟାର ଜଗତ ରୂପୀ ଘରେ ନିବାସ କରିଥାଏ। ਏਕੁ ਵਿਸਾਰੇ ਤਾ ਪਿੜ ਹਾਰੇ ਅੰਧੁਲੈ ਨਾਮੁ ਵਿਸਾਰਾ ਹੇ ॥੬॥ଯେତେବେଳେ କେହି ଈଶ୍ଵରଙ୍କୁ ଭୁଲି ଯାଇଥାଏ, ସେ ନିଜ ଜୀବନ ବାଜି ହାରି ଯାଇଥାଏ, ଅନ୍ଧ ଜୀବ
ਸਤਿਗੁਰੁ ਦਾਤਾ ਮੁਕਤਿ ਕਰਾਏ ॥ସଦଗୁରୁ ହିଁ ଦାତା ଅଟନ୍ତି, ସେ ହିଁ ଜୀବର ମୁକ୍ତି କରାଇ ଥାଆନ୍ତି। ਸਭਿ ਰੋਗ ਗਵਾਏ ਅੰਮ੍ਰਿਤ ਰਸੁ ਪਾਏ ॥ସେ ମୁଖରେ ନାମାମୃତ ରଖି ସବୁ ରୋଗ ଦୂର କରି ଦେଇଥାନ୍ତି। ਜਮੁ ਜਾਗਾਤਿ ਨਾਹੀ ਕਰੁ ਲਾਗੈ ਜਿਸੁ ਅਗਨਿ ਬੁਝੀ ਠਰੁ ਸੀਨਾ ਹੇ ॥੫॥ଯାହାର ତୃଷ୍ଣାଗ୍ନି ଲିଭି ଯାଇଛି, ବକ୍ଷ ଶୀତଳ ହୋଇ ଯାଇଛି, ଯମ ରୂପୀ ଅଧିକାରୀ ତାହା ଉପରେ କୌଣସି
ਕਰਿ ਕਿਰਪਾ ਪ੍ਰਭਿ ਪਾਰਿ ਉਤਾਰੀ ॥ହେ ପ୍ରଭୁ! କୃପା କରି ତୁ ତାହାଙ୍କୁ ସଂସାର ସାଗରରୁ ଉଦ୍ଧାର କରି ଦେଇଛୁ। ਅਗਨਿ ਪਾਣੀ ਸਾਗਰੁ ਅਤਿ ਗਹਰਾ ਗੁਰੁ ਸਤਿਗੁਰੁ ਪਾਰਿ ਉਤਾਰਾ ਹੇ ॥੨॥ଏହି ସଂସାର-ସାଗର ତୃଷ୍ଣାର ଅଗ୍ନିର ଜ୍ଵଳନରେ ଭରି ରହିଛି, ଯାହା ବହୁତ ଗଭୀର, ପରନ୍ତୁ ଗୁରୁ ଏଥିରେ ପାର କରାଇ ଦିଅନ୍ତି||2|| ਮਨਮੁਖ ਅੰਧੁਲੇ ਸੋਝੀ ਨਾਹੀ ॥ଅନ୍ଧକୂ ଏହି କଥାର ଜ୍ଞାନ ହୁଏନାହି। ਆਵਹਿ ਜਾਹਿ