Odia Page 829

ਬਿਲਾਵਲੁ ਮਹਲਾ ੫ ॥ବିଲାବଲୁ ମହଲା 5॥ ਅਪਨੇ ਸੇਵਕ ਕਉ ਕਬਹੁ ਨ ਬਿਸਾਰਹੁ ॥ହେ ସ୍ଵାମୀ ପ୍ରଭୁ! ନିଜ ସେବକକୁ କେବେ ଭୁଲ ନାହିଁ,               ਉਰਿ ਲਾਗਹੁ ਸੁਆਮੀ ਪ੍ਰਭ ਮੇਰੇ ਪੂਰਬ ਪ੍ਰੀਤਿ ਗੋਬਿੰਦ ਬੀਚਾਰਹੁ ॥੧॥ ਰਹਾਉ ॥ମୋର ହୃଦୟରେ ଲାଗି ରୁହ, ହେ ଗୋବିନ୍ଦ! ମୋର ପୂର୍ବ ପ୍ରୀତିର ଖିଆଲ କର॥1॥ରୁହ॥                 ਪਤਿਤ ਪਾਵਨ ਪ੍ਰਭ ਬਿਰਦੁ ਤੁਮ੍ਹ੍ਹਾਰੋ ਹਮਰੇ ਦੋਖ ਰਿਦੈ ਮਤ ਧਾਰਹੁ ॥ହେ

Odia Page 828

ਤੁਮ੍ਹ੍ਹ ਸਮਰਥਾ ਕਾਰਨ ਕਰਨ ॥ହେ ଗୋବିନ୍ଦ! ତୁ ସମର୍ଥ ଏବଂ ସର୍ବ କର୍ତ୍ତା ଅଟୁ,       ਢਾਕਨ ਢਾਕਿ ਗੋਬਿਦ ਗੁਰ ਮੇਰੇ ਮੋਹਿ ਅਪਰਾਧੀ ਸਰਨ ਚਰਨ ॥੧॥ ਰਹਾਉ ॥ମୋର ଅବଗୁଣ ଢାଙ୍କି ଦିଅ, ମୁଁ ଅପରାଧୀ, ତୋର ଚରଣର ଶରଣରେ ଆସିଛି॥1॥ରୁହ॥          ਜੋ ਜੋ ਕੀਨੋ ਸੋ ਤੁਮ੍ਹ੍ਹ ਜਾਨਿਓ ਪੇਖਿਓ ਠਉਰ ਨਾਹੀ ਕਛੁ ਢੀਠ ਮੁਕਰਨ ॥ଯାହା କିଛି ମୁଁ କରିଛି, ତାହା ତୁ ଦେଖି ଜାଣି ନେଇଛୁ

Odia Page 827

ਸਹੀ ਸਲਾਮਤਿ ਮਿਲਿ ਘਰਿ ਆਏ ਨਿੰਦਕ ਕੇ ਮੁਖ ਹੋਏ ਕਾਲ ॥ଦାସ ସକୁଶଳ ଘରକୁ ଆସିଛନ୍ତି ଆଉ ନିନ୍ଦୁକର ମୁହଁ କଳା ହୋଇ ଯାଇଛି।         ਕਹੁ ਨਾਨਕ ਮੇਰਾ ਸਤਿਗੁਰੁ ਪੂਰਾ ਗੁਰ ਪ੍ਰਸਾਦਿ ਪ੍ਰਭ ਭਏ ਨਿਹਾਲ ॥੨॥੨੭॥੧੧੩॥ହେ ନାନକ! ମୋର ସଦଗୁରୁ ପୂର୍ଣ୍ଣ ଅଟନ୍ତି ଆଉ ଗୁରୁଙ୍କ କୃପାରୁ ପ୍ରଭୁ ମୋ’ ଉପରେ ପ୍ରସନ୍ନ ହୋଇ ଯାଇଛନ୍ତି||2||27||113||            ਬਿਲਾਵਲੁ ਮਹਲਾ ੫ ॥ବିଲାବଲୁ ମହଲା 5॥ ਮੂ ਲਾਲਨ ਸਿਉ

Odia Page 826

ਨਾਨਕ ਸਰਣਿ ਪਰਿਓ ਦੁਖ ਭੰਜਨ ਅੰਤਰਿ ਬਾਹਰਿ ਪੇਖਿ ਹਜੂਰੇ ॥੨॥੨੨॥੧੦੮॥ହେ ନାନକ! ମୁଁ ଦୁଃଖ ନାଶକ ପରମାତ୍ମାଙ୍କ ଶରଣରେ ଆସିଛି ଆଉ ଅନ୍ତର୍ମନ ଏବଂ ବାହାରେ ତାହାଙ୍କୁ ହି ଦେଖିଥାଏ||2||22||108||      ਬਿਲਾਵਲੁ ਮਹਲਾ ੫ ॥ବିଲାବଲୁ ମହଲା 5॥ ਦਰਸਨੁ ਦੇਖਤ ਦੋਖ ਨਸੇ ॥ହେ ଇଶ୍ଵର! ତୋର ଦର୍ଶନ କରିବା ଦ୍ଵାରା ସାରା ଦୋଷ ନାଶ ହୋଇଯାଏ।           ਕਬਹੁ ਨ ਹੋਵਹੁ ਦ੍ਰਿਸਟਿ ਅਗੋਚਰ ਜੀਅ ਕੈ ਸੰਗਿ ਬਸੇ ॥੧॥

Odia Page 825

ਕਰਿ ਕਿਰਪਾ ਪੂਰਨ ਪ੍ਰਭ ਦਾਤੇ ਨਿਰਮਲ ਜਸੁ ਨਾਨਕ ਦਾਸ ਕਹੇ ॥੨॥੧੭॥੧੦੩॥ଦାସ ନାନକ ପ୍ରାର୍ଥନା କରନ୍ତି ଯେ ହେ ପୂର୍ଣ୍ଣ ପ୍ରଭୁ ଦାତା! ଏପରି କୃପା କର ଯେ ମୁଁ ତୋର ପବିତ୍ର ଯଶୋଗାନ କରିବି||2||17||103|| ਬਿਲਾਵਲੁ ਮਹਲਾ ੫ ॥ବିଲାବଲୁ ମହଲା 5॥ ਸੁਲਹੀ ਤੇ ਨਾਰਾਇਣ ਰਾਖੁ ॥ଇଶ୍ଵର ସୁଲହୀ ଖାଁ ଠାରୁ ଆମକୁ ରକ୍ଷା କରିଛନ୍ତି।      ਸੁਲਹੀ ਕਾ ਹਾਥੁ ਕਹੀ ਨ ਪਹੁਚੈ ਸੁਲਹੀ ਹੋਇ ਮੂਆ

Odia Page 824

ਕਹਾ ਕਰੈ ਕੋਈ ਬੇਚਾਰਾ ਪ੍ਰਭ ਮੇਰੇ ਕਾ ਬਡ ਪਰਤਾਪੁ ॥੧॥ସାରା ଦୁନିଆରେ ମୋର ପ୍ରଭୁଙ୍କ ବଡ ପ୍ରତାପ ଅଛି, ପୁଣି କେଉଁ ମନୁଷ୍ୟ ମୋର କଣ ବିଗାଡି ପାରିବ?॥1॥                ਸਿਮਰਿ ਸਿਮਰਿ ਸਿਮਰਿ ਸੁਖੁ ਪਾਇਆ ਚਰਨ ਕਮਲ ਰਖੁ ਮਨ ਮਾਹੀ ॥ବାରମ୍ବାର ଭଗବାନଙ୍କୁ ସ୍ମରଣ କରି ମୋତେ ସୁଖ ଉପଲବ୍ଧ ହୋଇ ଯାଇଛି, ଏଥିପାଇଁ ତାହାଙ୍କ ଚରଣ-କମଳ ମନରେ ସ୍ଥାପନ କରିଛି।     ਤਾ ਕੀ ਸਰਨਿ ਪਰਿਓ ਨਾਨਕ

Odia Page 823

ਐਸੋ ਹਰਿ ਰਸੁ ਬਰਨਿ ਨ ਸਾਕਉ ਗੁਰਿ ਪੂਰੈ ਮੇਰੀ ਉਲਟਿ ਧਰੀ ॥੧॥ହରି-ରସ ଏତେ ମିଠା ଯେ ମୁଁ ତାହା ବର୍ଣ୍ଣନା କରି ପାରୁନାହିଁ। ପୂର୍ଣ୍ଣ ଗୁରୁ ମୋର ପରମୁଖୀ ବୃତ୍ତିକୁ ଅନ୍ତର୍ମୁଖୀ କରି ଦେଇଛନ୍ତି॥1॥      ਪੇਖਿਓ ਮੋਹਨੁ ਸਭ ਕੈ ਸੰਗੇ ਊਨ ਨ ਕਾਹੂ ਸਗਲ ਭਰੀ ॥ସେହି ମୋହନଙ୍କୁ ସବୁ ଜୀବ ସାଥୀର୍ଫେ ବାସ କରିବା ଦେଖିଥାଏ, ସେ ସୃଷ୍ଟିର ସବୁସ୍ଥାନରେ ବିଦ୍ୟମାନ ଆଉ କୌଣସି ସ୍ଥାନ ତାହାଙ୍କ

Odia Page 822

ਦ੍ਰਿਸਟਿ ਨ ਆਵਹਿ ਅੰਧ ਅਗਿਆਨੀ ਸੋਇ ਰਹਿਓ ਮਦ ਮਾਵਤ ਹੇ ॥੩॥ସେହି ଅନ୍ଧ-ଅଜ୍ଞାନ କିଛି ମଧ୍ୟ ଦେଖିପାରେ ନାହିଁ, ବରଂ ମୋହର ନିଶାରେ ଶୋଇ ରହିଥାଏ॥3॥         ਜਾਲੁ ਪਸਾਰਿ ਚੋਗ ਬਿਸਥਾਰੀ ਪੰਖੀ ਜਿਉ ਫਾਹਾਵਤ ਹੇ ॥ଯେପରି କୌଣସି ପକ୍ଷୀକୁ ଧରିବା ପାଇଁ ଜାଲ ବିଛାଯାଇ ଦାନା ଦିଆଯାଏ, ସେହିପରି ମୃତ୍ୟୁ ତାହାକୁ ଫସାଇ ରଖିଥାଏ।                  ਕਹੁ ਨਾਨਕ ਬੰਧਨ ਕਾਟਨ ਕਉ ਮੈ ਸਤਿਗੁਰੁ ਪੁਰਖੁ ਧਿਆਵਤ ਹੇ

Odia Page 821

ਤ੍ਰਿਪਤਿ ਅਘਾਏ ਪੇਖਿ ਪ੍ਰਭ ਦਰਸਨੁ ਅੰਮ੍ਰਿਤ ਹਰਿ ਰਸੁ ਭੋਜਨੁ ਖਾਤ ॥ପ୍ରଭୁଙ୍କ ଦର୍ଶନ କରି ତୃପ୍ତ ଓ ସନ୍ତୁଷ୍ଟ ହୋଇ ଯାଇଛି ଆଉ ଅମୃତ ରୂପ ହରି ରସର ଭୋଜନ ଗ୍ରହଣ କରିଥାଏ।   ਚਰਨ ਸਰਨ ਨਾਨਕ ਪ੍ਰਭ ਤੇਰੀ ਕਰਿ ਕਿਰਪਾ ਸੰਤਸੰਗਿ ਮਿਲਾਤ ॥੨॥੪॥੮੪॥ନାନକ କହନ୍ତି ଯେ ହେ ପ୍ରଭୁ! ମୁଁ ତୋର ଚରଣର ଶରଣ ନେଇଛି, କୃପା କରି ମୋତେ ସନ୍ଥଙ୍କ ସହିତ ମିଳନ କରାଇ ଦିଅ||2||4||84||    ਬਿਲਾਵਲੁ

Odia Page 820

ਭਗਤ ਜਨਾ ਕੀ ਬੇਨਤੀ ਸੁਣੀ ਪ੍ਰਭਿ ਆਪਿ ॥ପ୍ରଭୁ ସ୍ଵୟଂ ହିଁ ନିଜ ଭକ୍ତର ବିନତି ଶୁଣିଛନ୍ତି।              ਰੋਗ ਮਿਟਾਇ ਜੀਵਾਲਿਅਨੁ ਜਾ ਕਾ ਵਡ ਪਰਤਾਪੁ ॥੧॥ସାରା ଜଗତରେ ଯାହାର ବଡ ପ୍ରତାପ ଅଛି, ସେ ରୋଗ ଦୂର କରି ବାଳକକୁ ଜୀବନ ଦାନ ଦେଇଛନ୍ତି॥1॥ ਦੋਖ ਹਮਾਰੇ ਬਖਸਿਅਨੁ ਅਪਣੀ ਕਲ ਧਾਰੀ ॥ନିଜ ଶକ୍ତି ଦ୍ଵାରା ସେ ଆମର ସବୁ ଦୋଷ କ୍ଷମା କରି ଦେଇଛନ୍ତି।          ਮਨ ਬਾਂਛਤ

error: Content is protected !!