Odia Page 1102

ਗਿਆਨੁ ਰਾਸਿ ਨਾਮੁ ਧਨੁ ਸਉਪਿਓਨੁ ਇਸੁ ਸਉਦੇ ਲਾਇਕ ॥ସେ ମୋତେ ଜ୍ଞାନ ରୂପୀ ରାଶି ଏବଂ ନାମ ରୂପୀ ଧନ ପ୍ରଦାନ କରିଛନ୍ତି ଏବଂ ମୋତେ ଏହି ବ୍ୟାପାରର ଯୋଗ୍ୟ ବନାଇଛନ୍ତି। ਸਾਝੀ ਗੁਰ ਨਾਲਿ ਬਹਾਲਿਆ ਸਰਬ ਸੁਖ ਪਾਇਕ ॥ସେ ଗୁରୁଙ୍କ ସାଥିରେ ଭାଗୀଦାର ବନାଇ ବସାଇ ଦେଇଛନ୍ତି ଏବଂ ମୁଁ ସର୍ବ ସୁଖ ପ୍ରାପ୍ତ କରିଛି। ਮੈ ਨਾਲਹੁ ਕਦੇ ਨ ਵਿਛੁੜੈ ਹਰਿ ਪਿਤਾ ਸਭਨਾ ਗਲਾ ਲਾਇਕ

Odia Page 1101

ਮਃ ੫ ॥ମହଲା 5॥  ਸੁਖ ਸਮੂਹਾ ਭੋਗ ਭੂਮਿ ਸਬਾਈ ਕੋ ਧਣੀ ॥ଯଦି କୌଣସି ମନୁଷ୍ୟ ସଂପୂର୍ଣ୍ଣ ଧରିତ୍ରିର ମାଲିକ ବନିଯାଏ, ସମସ୍ତ ସୁଖ ଭୋଗ କରିଥାଏ, ਨਾਨਕ ਹਭੋ ਰੋਗੁ ਮਿਰਤਕ ਨਾਮ ਵਿਹੂਣਿਆ ॥੨॥କିନ୍ତୁ ହେ ନାନକ! ପରମାତ୍ମାଙ୍କ ନାମ ବିନା ଏହା ସବୁ ରୋଗ ଅଟେ ଏବଂ ସେ ଏକ ମୃତକ ସମାନ ଅଟେ||2|| ਮਃ ੫ ॥ମହଲା 5॥  ਹਿਕਸ ਕੂੰ ਤੂ ਆਹਿ ਪਛਾਣੂ ਭੀ ਹਿਕੁ

Odia Page 1100

ਨਾਨਕ ਸੇ ਅਖੜੀਆ ਬਿਅੰਨਿ ਜਿਨੀ ਡਿਸੰਦੋ ਮਾ ਪਿਰੀ ॥੩॥ହେ ନାନକ! ସେହି ନେତ୍ର ଭିନ୍ନ ଅଟେ, ଯାହାଦ୍ୱାରା ପ୍ରିୟତମ ପ୍ରଭୁ ଦେଖା ଦେଇଥାନ୍ତି||3|| ਪਉੜੀ ॥ପଉଡୀ॥  ਜਿਨਿ ਜਨਿ ਗੁਰਮੁਖਿ ਸੇਵਿਆ ਤਿਨਿ ਸਭਿ ਸੁਖ ਪਾਈ ॥ଯେଉଁ ବ୍ୟକ୍ତି ଗୁରୁମୁଖି ବନି ପରମାତ୍ମାଙ୍କ ଉପାସନା କରିଥାଏ, ସେ ସବୁ ସୁଖ ପ୍ରାପ୍ତ କରିନିଏ। ਓਹੁ ਆਪਿ ਤਰਿਆ ਕੁਟੰਬ ਸਿਉ ਸਭੁ ਜਗਤੁ ਤਰਾਈ ॥ସେ ନିଜ ପରିବାର ସହିତ ସ୍ଵୟଂ ପାର

Odia Page 1099

ਖਟੁ ਦਰਸਨ ਭ੍ਰਮਤੇ ਫਿਰਹਿ ਨਹ ਮਿਲੀਐ ਭੇਖੰ ॥ଛଅ ଦର୍ଶନ ବାଲା ଯୋଗୀ, ଜଙ୍ଗମ, ସନ୍ନ୍ୟାସୀ, ବୈରାଗୀ ପଥଭ୍ରଷ୍ଟ ରହିଥାନ୍ତି, କିନ୍ତୁ ବେଷ ଧାରଣ ଦ୍ଵାରା ଭଗବାନ ମିଳନ୍ତି ନାହିଁ।                         ਵਰਤ ਕਰਹਿ ਚੰਦ੍ਰਾਇਣਾ ਸੇ ਕਿਤੈ ਨ ਲੇਖੰ ॥କିଛି ଲୋକ ଚନ୍ଦ୍ରାୟଣ ବ୍ରତ ରଖିଥାନ୍ତି, କିନ୍ତୁ ତାହା କୌଣସି କାମରେ ଆସେ ନାହିଁ।                                                                                      ਬੇਦ ਪੜਹਿ ਸੰਪੂਰਨਾ ਤਤੁ ਸਾਰ ਨ ਪੇਖੰ ॥କିଛି ବିଦ୍ଵାନ ସଂପୂର୍ଣ୍ଣ ବେଦ ପାଠ କରିଥାନ୍ତି, କିନ୍ତୁ

Odia Page 1098

ਜਿਤੁ ਲਾਈਅਨਿ ਤਿਤੈ ਲਗਦੀਆ ਨਹ ਖਿੰਜੋਤਾੜਾ ॥ବର୍ତ୍ତମାନ ତାହାକୁ ଯେଉଁଠି ଲଗାଇ ଥାଆନ୍ତି, ସେଇଠି ହିଁ ଲାଗିଥାଏ ଏବଂ ମୋ’ ସାଥିରେ କୌଣସି ଝଗଡା କରେନାହିଁ।                                      ਜੋ ਇਛੀ ਸੋ ਫਲੁ ਪਾਇਦਾ ਗੁਰਿ ਅੰਦਰਿ ਵਾੜਾ ॥ଗୁରୁ ମୋର ମନକୁ ଅନ୍ତର୍ମୁଖୀ ବନାଇ ଦେଇଛନ୍ତି ଏବଂ ଯାହା ଇଛା କରିଥାନ୍ତି, ସେହି ଫଳ ପ୍ରାପ୍ତ କରିଥାନ୍ତି!        ਗੁਰੁ ਨਾਨਕੁ ਤੁਠਾ ਭਾਇਰਹੁ ਹਰਿ ਵਸਦਾ ਨੇੜਾ ॥੧੦॥ହେ ଭାଇ! ଗୁରୁ ନାନକ ମୋ’ ଉପରେ

Odia Page 1097

ਮਃ ੫ ॥ମହଲା 5॥  ਦੁਖੀਆ ਦਰਦ ਘਣੇ ਵੇਦਨ ਜਾਣੇ ਤੂ ਧਣੀ ॥ହେ ମାଲିକ! ତୁ ମୋର ବେଦନାକୁ ଜାଣୁ ଯେ ମୋ’ ଭଳି ଦୁଃଖୀକୁ କେତେ ଯନ୍ତ୍ରଣା ହୋଇଥାଏ।                                                              ਜਾਣਾ ਲਖ ਭਵੇ ਪਿਰੀ ਡਿਖੰਦੋ ਤਾ ਜੀਵਸਾ ॥੨॥ହେ ପ୍ରିୟ! ହୁଏତ ମୁଁ ଲକ୍ଷେ ଉପଚାର ଜାଣିଥାଇ ପାରେ, ତଥାପି ତୋର ଦର୍ଶନ ପାଇ ଜୀବିତ ରହି ପାରିବି||2||  ਮਃ ੫ ॥ମହଲା 5॥  ਢਹਦੀ ਜਾਇ ਕਰਾਰਿ ਵਹਣਿ ਵਹੰਦੇ

Odia Page 1096

ਪਉੜੀ ॥ପଉଡୀ॥  ਤੁਧੁ ਰੂਪੁ ਨ ਰੇਖਿਆ ਜਾਤਿ ਤੂ ਵਰਨਾ ਬਾਹਰਾ ॥ହେ ଈଶ୍ଵର! ନା ତୋର କୌଣସି ରୂପ-ଆକାର ଅଛି, ନା ତୋର କୌଣସି ଜାତି ଅଛି, ତୁ ଜାତି ରହିତ ଅଟୁ।                                                          ਏ ਮਾਣਸ ਜਾਣਹਿ ਦੂਰਿ ਤੂ ਵਰਤਹਿ ਜਾਹਰਾ ॥ଏହି ମାନବ ତୋତେ ଦୂର ହି  ଭାବିଥାଏ, କିନ୍ତୁ ତୁ ପ୍ରତ୍ୟକ୍ଷ ରୂପରେ ବ୍ୟାପ୍ତ ଅଟୁ।                        ਤੂ ਸਭਿ ਘਟ ਭੋਗਹਿ ਆਪਿ ਤੁਧੁ ਲੇਪੁ ਨ ਲਾਹਰਾ

Odia Page 1095

ਤੁਧੁ ਥਾਪੇ ਚਾਰੇ ਜੁਗ ਤੂ ਕਰਤਾ ਸਗਲ ਧਰਣ ॥ତୁ ହିଁ ସତ୍ୟ, ତ୍ରେତୟା, ଦ୍ଵାପର ଓ କଳିଯୁଗର ସ୍ଥାପନ କରିଛୁ, ତୁ ହିଁ ସଂପୂର୍ଣ୍ଣ ଧରିତ୍ରିର ରଚୟିତା ଅଟୁ।                                      ਤੁਧੁ ਆਵਣ ਜਾਣਾ ਕੀਆ ਤੁਧੁ ਲੇਪੁ ਨ ਲਗੈ ਤ੍ਰਿਣ ॥ଜୀବର ଜନ୍ମ-ମରଣ ତୁ ହିଁ ବନାଇଛୁ, କିନ୍ତୁ ତୋ’ ଉପରେ ଏହା ତିଳେମାତ୍ର ପ୍ରଭାବ ବିସ୍ତାର କରିପାରେ ନାହିଁ।                                  ਜਿਸੁ ਹੋਵਹਿ ਆਪਿ ਦਇਆਲੁ ਤਿਸੁ ਲਾਵਹਿ ਸਤਿਗੁਰ

Odia Page 1094

ਆਇਆ ਓਹੁ ਪਰਵਾਣੁ ਹੈ ਜਿ ਕੁਲ ਕਾ ਕਰੇ ਉਧਾਰੁ ॥ତାହାର ହିଁ ଜନ୍ମ ସଫଳ ଅଟେ, ଯିଏ ନିଜ କୁଳର ଉଦ୍ଧାର କରିଥାଏ।  ਅਗੈ ਜਾਤਿ ਨ ਪੁਛੀਐ ਕਰਣੀ ਸਬਦੁ ਹੈ ਸਾਰੁ ॥ପରଲୋକରେ କାହାର ଜାତି ପଚରା ଯାଏ ନାହିଁ, ଏଣୁ ଶୁଭ କର୍ମ ଓ ଶବ୍ଦର ଚିନ୍ତନ ହିଁ ଶ୍ରେଷ୍ଠ ବିବେଚିତ ହୋଇଥାଏ।  ਹੋਰੁ ਕੂੜੁ ਪੜਣਾ ਕੂੜੁ ਕਮਾਵਣਾ ਬਿਖਿਆ ਨਾਲਿ ਪਿਆਰੁ ॥ଅନ୍ୟ କିଛି ପଢିବା, ଆଚରଣ

Odia Page 1093

ਬੂਝਹੁ ਗਿਆਨੀ ਬੂਝਣਾ ਏਹ ਅਕਥ ਕਥਾ ਮਨ ਮਾਹਿ ॥ହେ ଜ୍ଞାନବାନ ପୁରୁଷ! ଯଦି ବୁଝିବାକୁ ଅଛି, ଏହି ଅକଥନୀୟ କଥାକୁ ମନରେ ହିଁ ବୁଝିନିଅ। ਬਿਨੁ ਗੁਰ ਤਤੁ ਨ ਪਾਈਐ ਅਲਖੁ ਵਸੈ ਸਭ ਮਾਹਿ ॥ଗୁରୁଙ୍କ ବିନା ପରମ ତତ୍ତ୍ଵ ପ୍ରାପ୍ତ କରାଯାଇ ପାରିବ ନାହିଁ, ସେ ଅଦୃଷ୍ଟ ରୂପରେ ସବୁଙ୍କ ଠାରେ ବାସ କରିଥାନ୍ତି।  ਸਤਿਗੁਰੁ ਮਿਲੈ ਤ ਜਾਣੀਐ ਜਾਂ ਸਬਦੁ ਵਸੈ ਮਨ ਮਾਹਿ ॥ଯଦି ସଦଗୁରୁ

error: Content is protected !!